or_tn/luk/01/39.md

820 B

Connecting Statement:

ମରିୟମ ଆପଣା ଆତ୍ମିୟା ଏଲିଶାବେଥଙ୍କୁ ସାକ୍ଷାତ କରିବାକୁ ଯାଆନ୍ତି, ଯିଏ ଯୋହନଙ୍କୁ ପ୍ରସବ କରିବାକୁ ଯାଉଛନ୍ତି I (ଦେଖ: rc://*/ta/man/translate/writing-newevent)

arose

ଏହି ରୁଢିର ଅର୍ଥ ସେ କେବଳ ଉଠିଲେ ନାହିଁ ମାତ୍ର “ପ୍ରସ୍ତୁତ” ମଧ୍ୟ ହେଲେ I ବିକଳ୍ପ ଅନୁବାଦ: “ଆରମ୍ଭ କଲେ” ବା “ପ୍ରସ୍ତୁତ ହେଲେ” (ଦେଖ: rc://*/ta/man/translate/figs-idiom)

the hill country

ପାର୍ବତୀୟ ଅଞ୍ଚଳ ବା “ଇସ୍ରାଏଲର ପର୍ବତମୟ ଭାଗ”