or_tn/luk/01/37.md

1.0 KiB

For nothing

ଯେହେତୁ କିଛି ନୁହେଁ ବା “ଏହା ଦର୍ଶାଏ ଯେ ତାହା କିଛି ନ ଥିଲା”

nothing will be impossible for God

ଏଲିଶାବେଥଙ୍କର ଗର୍ଭଧାରଣ ଏକ ପ୍ରମାଣ ଯେ ଈଶ୍ୱର ଯେ କୌଣସି ବିଷୟ ସାଧନ କରିବା ନିମନ୍ତେ ସମର୍ଥ ଅଟନ୍ତି—ଏପରି କି କୌଣସି ପୁରୁଷ ସହିତ ଶୟନ ନ କରିବା ସତ୍ତ୍ୱେ ମରିୟମଙ୍କୁ ଗର୍ଭଧାରଣ କରିବାକୁ ସକ୍ଷମ କଲେ I ଏହି ଉକ୍ତିରେ ଥିବା ଏହି ଦ୍ୱୈତ ନାସ୍ତିବାଚକ ବିଷୟକୁ ଆସ୍ତିସୂଚକ ପଦଗୁଡିକରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “ ଈଶ୍ୱର ସବୁ କିଛି କରିପାରନ୍ତି” (ଦେଖ: rc://*/ta/man/translate/figs-doublenegatives)