or_tn/luk/01/35.md

2.0 KiB

The Holy Spirit will come upon you

ମରିୟମଙ୍କ ଗର୍ଭଧାରଣର ପ୍ରକ୍ରିୟା ତାହାଙ୍କ ଉପରେ ପବିତ୍ରଆତ୍ମାଙ୍କ ଅବତରଣ କରିବାଠାରୁ ଆରମ୍ଭ ହୁଏ I

will come upon

ଆବୋରିବେ

the power of the Most High

ସେ କୁମାରୀ ରହିଥିବା ଅବସ୍ଥାରେ ସୁଦ୍ଧା ଈଶ୍ୱରଙ୍କ “ଶକ୍ତି” ହିଁ ଅଲୌକିକ ଭାବରେ ମରିୟମଙ୍କୁ ଗର୍ଭଧାରଣ କରିବାକୁ ସମର୍ଥ କରିବ I ସୁନିଶ୍ଚିତ କର ଯେ ଏହା କୌଣସି ଶାରୀରିକ ବା ଯୌନ ମିଳନ ନୁହେଁ - ଏହା ଏକ ଆଶ୍ଚର୍ଯ୍ୟ କର୍ମ ଅଟେ I

will overshadow you

ଏକ ଛାୟା ସଦୃଶ୍ୟ ତୁମକୁ ଆବୋରିବେ

So the holy one to be born will be called the Son of God

ଏହାକୁ କ୍ରିୟାଶୀଳ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ : “ଅତଏବ ଈଶ୍ୱରଙ୍କ ଯେଉଁ ପୁତ୍ର ଜାତ ହେବେ, ତାହାଙ୍କୁ ସେମାନେ ପବିତ୍ର ବୋଲି ସମ୍ବୋଧନ କରିବେ “ ବା “ଅତଏବ ସେହି ଜାତ ହୋଇଥିବା ଶିଶୁ ପବିତ୍ର ହେବେ, ଏବଂ ଲୋକମାନେ ତାହାଙ୍କୁ ଈଶ୍ୱରଙ୍କ ପୁତ୍ର ବୋଲି ସମ୍ବୋଧନ କରିବେ” (ଦେଖ: rc://*/ta/man/translate/figs-activepassive)

the holy one

ପବିତ୍ର ସନ୍ତାନ ବା “ପବିତ୍ର ଶିଶୁ”

the Son of God

ଯୀଶୁଙ୍କ ନିମନ୍ତେ ଏହା ଏକ ମହତ୍ତ୍ଵପୂର୍ଣ୍ଣ ପଦବୀ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples )