or_tn/luk/01/30.md

1.1 KiB

Do not be afraid, Mary

ଦୂତ ଆପଣାର ଆବିର୍ଭାବ ହେତୁ ମରିୟମ ଭୟଭୀତ ହେଉନ୍ତୁ ବୋଲି ଚାହିଁଲେ ନାହିଁ, କାରଣ ଈଶ୍ୱର ତାଙ୍କୁ ଏକ ଆସ୍ତିସୂଚକ ସମ୍ବାଦ ସହିତ ପ୍ରେରଣ କରିଥିଲେ I

you have found favor with God

“ଅନୁଗ୍ରହ ପ୍ରାପ୍ତ ହେବା” ଏକ ରୁଢି ଯାହାର ଅର୍ଥ ଜଣକ ଦ୍ୱାରା ଆସ୍ତିସୂଚକ ଭାବରେ ଗୃହୀତ ହେବା I ବାକ୍ୟଟିକୁ ବଦଳାଯାଇ ଈଶ୍ୱରଙ୍କୁ ନାୟକ ଭାବରେ ଦର୍ଶାଯାଇ ପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମକୁ ଆପଣା ଅନୁଗ୍ରହ ଦେବା ନିମନ୍ତେ ସିଦ୍ଧାନ୍ତ କରିଛନ୍ତି” ବା ଈଶ୍ୱର ତୁମକୁ ଆପଣା ଦୟା ପ୍ରଦର୍ଶନ କରୁଛନ୍ତି” (ଦେଖ: rc://*/ta/man/translate/figs-idiom )