or_tn/luk/01/28.md

802 B

Greetings

ଏହା ଏକ ସାଧାରଣ ସମ୍ବୋଧନ ଅଟେ I ଏହାର ଅର୍ଥ: “ଆନନ୍ଦ କର” ବା “ଆନନ୍ଦିତ ହୁଅ I”

favored one!

ତୁମେ ବିଶେଷ ଅନୁଗ୍ରହ ପ୍ରାପ୍ତ ହୋଇଅଛ ! ବା “ତୁମେ ଯେ କି ବିଶେଷ ଦୟାପ୍ରାପ୍ତ ହୋଇଅଛ !”

The Lord is with you

ଏଠାରେ ତୁମ୍ଭ ପ୍ରତି ଏକ ରୁଢ଼ି ଅଟେ, ଯାହା ସହାୟତା ଏବଂ ଗ୍ରାହ୍ୟ ହେବା ବିଷୟକୁ ସୂଚାଏ I ବିକଳ୍ପ ଅନୁବାଦ: “ ପ୍ରଭୁ ତୁମ ପ୍ରତି ସନ୍ତୁଷ୍ଟ ଅଟନ୍ତି” (ଦେଖ: rc://*/ta/man/translate/figs-idiom )