or_tn/luk/01/26.md

12 lines
1010 B
Markdown

# General Information:
ଗାବ୍ରିଏଲ ଦୂତ ମରିୟମଙ୍କ ନିକଟରେ ଘୋଷଣ କଲେ ଯେ ସେ ଈଶ୍ୱରଙ୍କ ପୁତ୍ରଙ୍କର ମାତା ହେବାକୁ ଯାଉଛନ୍ତି I
# in the sixth month
ଏଲିଶାବେଥଙ୍କ ଗର୍ଭଧାରଣର ଷଷ୍ଠ ମାସରେ I ଏହା ସ୍ପଷ୍ଟଭାବେ ଜଣାଇବା ଆବଶ୍ୟକ ଯେପରି ତାହା ସେହି ବର୍ଷର ଷଷ୍ଠ ମାସ ବୋଲି ଦ୍ଵନ୍ଦ ସୃଷ୍ଟି ନ କରେ I (ଦେଖ: [[rc://*/ta/man/translate/figs-explicit]])
# the angel Gabriel was sent from God
ଏହାକୁ କ୍ରିୟାଶୀଳ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ଗାବ୍ରିଏଲ ଦୂତଙ୍କୁ ଯିବା ନିମନ୍ତେ କହିଲେ” ( ଦେଖ: [[rc://*/ta/man/translate/figs-activepassive]] )