or_tn/luk/01/20.md

960 B

Behold

ମନଯୋଗ କର, କାରଣ ଯାହା ମୁଁ କହିବାକୁ ଯାଉଛି, ତାହା ଉଭୟ ସତ୍ୟ ଏବଂ ମହତ୍ତ୍ଵପୂର୍ଣ୍ଣ ଅଟେ I

silent, and not able to speak

ଏହାର ସମାନ ଅର୍ଥ ରହିଛି, ଏବଂ ତାଙ୍କର ସମ୍ପୂର୍ଣ୍ଣ ନିରବତାକୁ ଗୁରୁତ୍ଵ ଦେବା ନିମନ୍ତେ ପୁନରାବୃତ୍ତି କରାଯାଇଛି I ବିକଳ୍ପ ଅନୁବାଦ: “ ସମ୍ପୂର୍ଣ୍ଣ ଭାବରେ କଥା କହିବାକୁ ଅସମର୍ଥ” ବା “ଆଦୌ କଥା କହି ନ ପାରିବା” (ଦେଖ: rc://*/ta/man/translate/figs-doublet)

you did not believe my words

ମୁଁ ଯାହା କହିଲି ତାହା ବିଶ୍ୱାସ କଲ ନାହିଁ

in their proper time

ନିରୂପିତ ସମୟରେ