or_tn/luk/01/19.md

848 B

I am Gabriel, who stands in the presence of God

ଏହା ଜିଖରିୟଙ୍କ ପ୍ରତି ଏକ ଅନୁଯୋଗ ଭାବରେ ଉଲ୍ଲେଖ ହୋଇଛି I ସିଧାସଳଖ ଈଶ୍ୱରଙ୍କ ନିକଟରୁ ଆଗତ ଗାବ୍ରିଏଲଙ୍କ ଉପସ୍ଥିତି ଜିଖରିୟଙ୍କ ନିମନ୍ତେ ଯଥେଷ୍ଟ ପ୍ରମାଣ ହେବା ଉଚିତ I

who stands

ଯିଏ ସେବା କରନ୍ତି

I was sent to speak to you

ଏହାକୁ ସକ୍ରିୟ ବାକ୍ୟ ଭାବରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମକୁ ଜଣାଇବାକୁ ଈଶ୍ୱର ମୋତେ ପ୍ରେରଣ କଲେ I (ଦେଖ: rc://*/ta/man/translate/figs-activepassive)