or_tn/luk/01/16.md

865 B

He will turn many of the sons of Israel back to the Lord their God

ଏଠାରେ “ପରିବର୍ତ୍ତିତ ହୁଅ” ଅନୁତାପ କରୁଥିବା ଓ ପ୍ରଭୁଙ୍କର ଉପାସନା କରୁଥିବା ଜଣେ ବ୍ୟକ୍ତିକୁ ସୂଚାଉଥିବା ଏକ ରୂପକ I ଏହାକୁ ସକ୍ରିୟ ବାକ୍ୟ ଭାବରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଇସ୍ରାଏଲର ଅନେକ ଲୋକଙ୍କୁ ମନଫେରଣ କରିବାକୁ ଓ ସେମାନଙ୍କ ପ୍ରଭୁ ଈଶ୍ୱରଙ୍କ ଉପାସନା କରିବାକୁ କଢ଼ାଇ ଆଣିବ” (ଦେଖ: [[rc:///ta/man/translate/figs-metaphor]] ଏବଂ [[rc:///ta/man/translate/figs-activepassive]])