or_tn/luk/01/15.md

1.8 KiB

For he will be great

ଏହି କାରଣ ହେତୁ ସେ ମହାନ ହେବେ I ଜିଖରିୟ ଏବଂ “ଅନେକେ” ଆନନ୍ଦ କରିବେ କାରଣ ଯୋହନ “ପ୍ରଭୁଙ୍କ ଦୃଷ୍ଟିରେ ମହାନ୍ ହେବେ I” ଯୋହନ କିପରି ଜୀବନ ଯାପନ କରିବେ ବୋଲି ଈଶ୍ୱର ଚାହାନ୍ତି ତାହା 15 ପଦର ଅବଶିଷ୍ଟାଂଶରୁ ଜଣାପଡେ I

he will be great in the sight of the Lord

ସେ ପ୍ରଭୁଙ୍କ ପାଇଁ ଏକ ବିଶେଷ ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତି ହେବେ ବା “ ଈଶ୍ୱର ତାହାଙ୍କୁ ଏକ ବିଶେଷ ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତି ଭାବରେ ବିବେଚନା କରିବେ”

he will be filled with the Holy Spirit

ଏହାକୁ ସକ୍ରିୟ ବାକ୍ୟ ଭାବରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ପବିତ୍ରଆତ୍ମା ତାଙ୍କୁ ଶକ୍ତିଯୁକ୍ତ କରିବେ” ବା “ପବିତ୍ରଆତ୍ମା ତାଙ୍କୁ ନେତୃତ୍ଵ ଦେବେ” I ଜଣେ ବ୍ୟକ୍ତି ପ୍ରତି ଏକ ମନ୍ଦ ଆତ୍ମା ହୁଏତ ଯାହା କରିପାରେ ଏହା ସେପ୍ରକାର ଯେପରି ନ ଲାଗେ ଏହା ସୁନିଶ୍ଚିତ କର (ଦେଖ: rc://*/ta/man/translate/figs-activepassive )

from his mother's womb

ସେ ଆପଣା ମାତାର ଗର୍ଭରେ ଥିବା ସମୟରେ ବା “ଏପରି କି ସେ ଜନ୍ମ ହେବା ପୂର୍ବରୁ”