or_tn/luk/01/10.md

759 B

the whole crowd of people

ବହୁସଂଖ୍ୟକ ଲୋକ ବା “ଅନେକ ଲୋକ”

outside

ପ୍ରାଙ୍ଗଣ ହେଉଛି ମନ୍ଦିରକୁ ଘେରି ରହିଥିବା ଆବଦ୍ଧ ଅଞ୍ଚଳ I ବିକଳ୍ପ ଅନୁବାଦ: “ମନ୍ଦିର ଗୃହର ବାହାରେ” ବା “ମନ୍ଦିର ବାହାରେ ଥିବା ପ୍ରାଙ୍ଗଣରେ” (ଦେଖ rc://*/ta/man/translate/figs-explicit )

at the hour

ଏକ ନିର୍ଦ୍ଧିଷ୍ଟ ସମୟରେ I ଏହା ଅସ୍ପଷ୍ଟ ଯେ ଏହି ଧୂପ ଜ୍ୱଳାଇବା ସମୟ ପ୍ରାତଃକାଳ ଥିଲା ନା ସନ୍ଧ୍ୟାକାଳ ଥିଲା I