or_tn/luk/01/08.md

1.0 KiB

Now it came about

କାହାଣୀରେ ପୃଷ୍ଠଭୂମି ତଥ୍ୟଠାରୁ କାହାଣୀର ପାତ୍ରମାନଙ୍କ ଆଡ଼କୁ ପରିବର୍ତ୍ତିତ ହେବା ବିଷୟକୁ ଚିହ୍ନିତ କରିବା ନିମନ୍ତେ ଏହି ପଦଟି ବ୍ୟବହାର କରାଯାଇଛି I

while Zechariah was performing his priestly duties before God

ଏହା ସୂଚାଏ ଯେ ଜିଖରିୟ ଈଶ୍ୱରଙ୍କ ମନ୍ଦିରରେ ଥିଲେ ଏବଂ ଏହି ଯାଜକୀୟ କର୍ତ୍ତବ୍ୟକର୍ମଗୁଡିକ ଈଶ୍ୱରଙ୍କ ଉପାସନା କରିବାର ଅଂଶବିଶେଷ ଥିଲା I (ଦେଖ: rc://*/ta/man/translate/figs-explicit)

in the order of his division

ଯେତେବେଳେ ତାଙ୍କ ଦଳର ପାଳି ପଡିଲା ବା “ଯେତେବେଳେ ତାଙ୍କ ଦଳର ସେବା କରିବାର ସମୟ ଆସିଲା”