or_tn/luk/01/05.md

2.7 KiB

General Information:

ଜିଖରିୟ ଏବଂ ଏଲିଶାବେଥଙ୍କର ପରିଚୟ ପ୍ରଦାନ କରାଯାଇଛି I ଏହି ପଦଗୁଡିକ ସେମାନଙ୍କ ପୃଷ୍ଠଭୂମିଜନିତ ତଥ୍ୟ ଦିଏ I (ଦେଖ: rc://*/ta/man/translate/writing-background)

Connecting Statement:

ଯୋହନଙ୍କ ଜନ୍ମ ସମ୍ପର୍କରେ ଦୂତ ଭାବବାଣୀ କହନ୍ତି I

In the days of Herod, king of Judea

“ସେହି ସମୟରେ” ପଦଟି ଏକ ନୂତନ ଘଟଣା ସମ୍ପର୍କରେ ସୂଚନା ଦେଉଥିଲା I ବିକଳ୍ପ ଅନୁବାଦ : “ଯିହୂଦା ଦେଶର ରାଜା ହେରୋଦଙ୍କ ସମୟରେ “(ଦେଖ: rc://*/ta/man/translate/writing-newevent )

there was a certain priest

ଏକ ନିର୍ଦ୍ଧିଷ୍ଟ ବିଷୟ ଥିଲା ବା “ସେଠାରେ ଏକ ବିଷୟ ଥିଲା I” ଗୋଟିଏ କାହାଣୀରେ ଏକ ନୂତନ ଚରିତ୍ରର ପରିଚୟ ଦେବା ପାଇଁ ଏହା ଏକ ଶୈଳୀ ଅଟେ I ତୁମର ଭାଷା ଏହା କିପରି କରିଥାଏ, ତାହା ବିବେଚନା କର I (ଦେଖ: rc://*/ta/man/translate/writing-participants)

the division

ଏହା ଯାଜକମାନଙ୍କୁ ସୂଚାଏ ବୋଲି ବୁଝିହୁଏ I ବିକଳ୍ପ ଅନୁବାଦ: “ ଯାଜକମାନଙ୍କ ବିଭାଗ” ବା “ଯାଜକମାନଙ୍କ ଦଳ” (ଦେଖ: rc://*/ta/man/translate/figs-explicit)

of Abijah

ସେ ଅବିୟଙ୍କ ଦଳର ଥିଲେ I ଅବିୟ ଏହି ଯାଜକମାନଙ୍କ ଦଳର ପୂର୍ବପୁରୁଷ ଥିଲେ ଏବଂ ସେମାନେ ସମସ୍ତେ ହାରୋଣଙ୍କ ବଂଶଧର ଥିଲେ, ଯିଏ ପ୍ରଥମ ଈଶ୍ରାୟେଲୀୟ ଯାଜକ ଥିଲେ I

His wife was from the daughters of Aaron

ତାଙ୍କ ଭାର୍ଯ୍ୟା ହାରୋଣଙ୍କ ବଂଶର କନ୍ୟା ଥିଲେ I ଏହାର ଅର୍ଥ ସେ ଜିଖରିୟଙ୍କ ପରି ସମାନ ଯାଜକମାନଙ୍କ ବଂଶର ଥିଲେ I ବିକଳ୍ପ ଅନୁବାଦ : “ତାଙ୍କ ଭାର୍ଯ୍ୟା ମଧ୍ୟ ହାରୋଣଙ୍କ ବଂଶଜାତ ଥିଲେ” ବା “ଜିଖରିୟ ଓ ଏଲିଶାବେଥ ଉଭୟେ ହାରୋଣଙ୍କ ବଂଶଜାତ ଥିଲେ” (ଦେଖ: rc://*/ta/man/translate/figs-explicit)

from the daughters of Aaron

ହାରୋଣଙ୍କଠାରୁ ଜାତ ଥିଲେ I