or_tn/luk/01/02.md

1.4 KiB

who were eyewitnesses and servants of the word

ଜଣେ “ଚାକ୍ଷୁଷସାକ୍ଷୀ” ଏକ ବ୍ୟକ୍ତି ଯିଏ କିଛି ଘଟିଥିବା ଦେଖିଛି, ଓ ବାକ୍ୟର ଜଣେ ସେବକ ଏଭଳି ଏକ ବ୍ୟକ୍ତି ଯିଏ ଈଶ୍ୱରଙ୍କ ସମ୍ବାଦ ଲୋକମାନଙ୍କୁ କହିବା ଦ୍ବାରା ତାଙ୍କର ସେବା କରିଥାଏ I ତୁମକୁ ଏହା ସ୍ପଷ୍ଟ କରିବା ଆବଶ୍ୟକ ହୋଇପାରେ ଯେ କିପରି ସେମାନେ ବାକ୍ୟର ସେବକଗଣ ଥିଲେ I ବିକଳ୍ପ ଅନୁବାଦ: ଯାହା ଘଟିଥିଲା ତାହା ଦେଖିଥିଲେ ଓ ଲୋକମାନଙ୍କୁ ଈଶ୍ୱରଙ୍କ ସମ୍ବାଦ କହିବା ଦ୍ବାରା ତାଙ୍କର ସେବା କଲେ” (ଦେଖ: rc://*/ta/man/translate/figs-explicit)

servants of the word

“ବାକ୍ୟ” ଶବ୍ଦ ଗୋଟିଏ ସମ୍ବାଦ ନିମନ୍ତେ ଅନେକ ବାକ୍ୟ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ବାକ୍ ଶୈଳୀ I ବିକଳ୍ପ ଅନୁବାଦ : “ସମ୍ବାଦର ସେବକଗଣ” ବା “ଈଶ୍ୱରଙ୍କ ସମ୍ବାଦର ସେବକଗଣ” (ଦେଖ: rc://*/ta/man/translate/figs-synecdoche )