or_tn/jud/01/25.md

812 B

to the only God our Savior through Jesus Christ our Lord

ଏକମାତ୍ର ଈଶ୍ବରଙ୍କଠାରେ, ଯେ ଯୀଶୁଖ୍ରୀଷ୍ଟଙ୍କ କର୍ମ ସକାଶୁ ଆମ୍ଭମାନଙ୍କୁ ଉଦ୍ଧାର କଲେ I ଏହା ଗୁରୁତ୍ବାରୋପ କରେ ଯେ ପିତା ଈଶ୍ବର ଓ ପୁତ୍ର ମଧ୍ୟ ତ୍ରାଣକର୍ତ୍ତା ଅଟନ୍ତି I

be glory, majesty, dominion, and power, before all time, now, and forevermore

ଈଶ୍ବରଙ୍କ ଗୌରବ, ଉପଯୁକ୍ତ ନେତୃତ୍ବ, ଓ ସମସ୍ତ ବିଷୟର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସର୍ବଦା ରହିଥିଲା, ବର୍ତ୍ତମାନ ଅଛି, ଏବଂ ରହିବ I