or_tn/jud/01/20.md

949 B

Connecting Statement:

ଯିହୂଦା ବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ସେମାନେ କିପରି ଜୀବନଯାପନ କରିବା ଉଚିତ ଓ ସେମାନେ କିପରି ଅନ୍ୟମାନଙ୍କୁ ବ୍ୟବହାର କରିବା ଉଚିତ I

But you, beloved

ସେମାନଙ୍କ ପରି ହୁଅ ନାହିଁ, ହେ ପ୍ରିୟମାନେ I ତା’ ପରିବର୍ତ୍ତେ

build yourselves up

ଈଶ୍ବରଙ୍କଠାରେ ଭରସା କରିବା ନିମନ୍ତେ ସମର୍ଥ ହୋଇ ବୃଦ୍ଧି ହୁଅ ଓ ତାହାଙ୍କ ଅଜ୍ଞାବହ ହେବା ବିଷୟରେ କୁହାଯାଏ ଯେପରି ଏହା ଏକ ଗୃହ ନିର୍ମାଣ କରିବାର ପ୍ରକ୍ରିୟା ଥିଲା I (ଦେଖ: rc://*/ta/man/translate/figs-metaphor)