or_tn/jud/01/11.md

4 lines
410 B
Markdown

# walked in the way of Cain
ଏଠାରେ “ସେହିପରି ଜୀବନଯାପନ କରିବା” ନିମନ୍ତେ “ସମାନ ପଥରେ ଚାଲିଅଛନ୍ତି” ଏକ ରୂପକ ଅଟେ I” ଅନ୍ୟଏକ ଅନୁବାଦରେ: “କୟିନଙ୍କ ସମାନ ଜୀବନଯାପନ କଲେ” (ଦେଖ: [[rc://*/ta/man/translate/figs-metaphor]])