or_tn/jud/01/08.md

1.0 KiB
Raw Permalink Blame History

these dreamers

ଯେଉଁ ଲୋକମାନେ ଈଶ୍ବରଙ୍କ ଅବଜ୍ଞା କରନ୍ତି, କାରଣ ସମ୍ଭବତଃ ସେମାନେ ଦର୍ଶନ ଦେଖି ଦାବି କଲେ ଯାହା ସେମାନଙ୍କୁ ସେସବୁ କରିବାକୁ ଅଧିକାର ଦେଲା

pollute their bodies

ଏହି ରୂପକ କହେ ଯେ ସେମାନଙ୍କ ପାପ ସେମାନଙ୍କ ଶରୀରକୁ ଅଶୁଚୀ କରେ ଅର୍ଥାତ୍, ସେମାନଙ୍କ କାର୍ଯ୍ୟକଳାପ ଅଗ୍ରହଣୀୟ ହୁଏ ଯେପରି ଆବର୍ଜନା ଏକ ଝରଣାରେ ଜଳ ପାନ କରିବା ନିମନ୍ତେ ଅନୁପଯୁକ୍ତ କରିଥାଏ I (ଦେଖ: rc://*/ta/man/translate/figs-metaphor)

say slanderous things

ଅପମାନଜନକ କଥା କହନ୍ତି

glorious ones

ଏହା ଆତ୍ମିକ ପ୍ରାଣୀକୁ ବୁଝାଏ, ଯେପରିକି ଦୁତଗଣ I