or_tn/jud/01/04.md

1.7 KiB
Raw Permalink Blame History

For certain men have slipped in secretly among you

କାରଣ କେତେକ ଲୋକମାନେ ବିଶ୍ବାସୀମାନଙ୍କ ମଧ୍ୟକୁ ଆପଣା ପ୍ରତି ଧ୍ୟାନ ଆକର୍ଷଣ ନକରି ପ୍ରବେଶ କରିଅଛନ୍ତି

men who were marked out for condemnation

ଏହାକୁ କର୍ତ୍ତୃବାଚ୍ୟରେ ମଧ୍ୟ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁ ଲୋକମାନଙ୍କୁ ଈଶ୍ବର ଦଣ୍ଡ ଦେବାକୁ ମନୋନୀତ କରିଥିଲେ” (ଦେଖ: rc://*/ta/man/translate/figs-activepassive)

who have changed the grace of our God into sensuality

ଈଶ୍ବରଙ୍କ ଅନୁଗ୍ରହ ବିଷୟରେ କୁହାଯାଏ ଯେପରି ଏହା ଏକ ବସ୍ତୁ ଥିଲେ, ଯାହାକୁ ଅନ୍ୟକିଛି ଭୟାନକ ବିଷୟରେ ପରିଣତ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ଶିକ୍ଷା ଦିଅନ୍ତି ଯେ ଈଶ୍ବରଙ୍କ ଅନୁଗ୍ରହ ଜଣକୁ କାମୁକତା ପାପରେ ଜୀବନ ଅତିବାହିତ କରିବାକୁ ଅନୁମତି ଦିଏ” (ଦେଖ: rc://*/ta/man/translate/figs-metaphor)

deny our only Master and Lord, Jesus Christ

ସମ୍ଭାବିତ ଅର୍ଥଗୁଡିକ ୧) ସେମାନେ ଶିକ୍ଷା ଦିଅନ୍ତି ଯେ ସେ ଈଶ୍ବର ନୁହନ୍ତି କିମ୍ବା ) ଏହି ଲୋକମାନେ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ବୀକାର କରନ୍ତି ନାହିଁ I