or_tn/jhn/21/24.md

1.3 KiB

General Information:

ଏହା ଯୋହନଙ୍କ ସୁସମାଚାରର ପରିସମାପ୍ତି ଅଟେ I ଏଠାରେ ଲେଖକ ପ୍ରେରିତ ଯୋହନ ଆପଣା ବିଷୟରେ ଓ ଏହି ପୁସ୍ତକରେ ସେ ଯାହା ଲେଖିଛନ୍ତି, ସେ ବିଷୟରେ ଏକ ଶେଷ ମନ୍ତବ୍ୟ ଦେଉଛନ୍ତି I (ଦେଖ: rc://*/ta/man/translate/writing-endofstory)

the disciple

ଶିଷ୍ୟ ଯୋହନ

who testifies about these things

ଏଠାରେ “ସାକ୍ଷ୍ୟ ଦେଉଛନ୍ତି”ର ଅର୍ଥ ଏହା ଯେ ସେ ବ୍ୟକ୍ତିଗତ ଭାବରେ କିଛି ଦେଖୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଯେ ଏହି ସମସ୍ତ ଦେଖିଛନ୍ତି” (ଦେଖ: rc://*/ta/man/translate/figs-explicit)

we know

ଏଠାରେ “ଆମ୍ଭେମାନେ” ଶବ୍ଦ ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ବାସ କରୁଅଛୁ, ଜାଣୁ” (ଦେଖ: rc://*/ta/man/translate/figs-explicit)