or_tn/jhn/21/17.md

1.3 KiB

He said to him a third time

ସର୍ବନାମ ପଦ “ସେ” ଯୀଶୁଙ୍କୁ ବୁଝାଏ I ଏଠାରେ “ତୃତୀୟ ଥର”ର ଅର୍ଥ “ଥର ସଂଖ୍ୟା ୩ I” ଅନ୍ୟ ଏକ ଅନୁବାଦରେ: “ଯୀଶୁ ତାହାଙ୍କୁ ତୃତୀୟ ଥର କହିଲେ” (ଦେଖ: rc://*/ta/man/translate/translate-ordinal)

do you love me

ଏହି ସମୟରେ ଯେତେବେଳେ ଯୀଶୁ ପ୍ରଶ୍ନ ପଚାରୁଛନ୍ତି, ସେ ବ୍ୟବହାର କରିଥିବା “ପ୍ରେମ” ଶବ୍ଦ ଭ୍ରାତୃ ପ୍ରେମ କିମ୍ବା ଜଣେ ବନ୍ଧୁ ବା ପରିବାରର ଜଣେ ସଦସ୍ୟଙ୍କ ପ୍ରତି ଥିବା ପ୍ରେମକୁ ବୁଝାଏ I

Feed my sheep

ଏଠାରେ “ମେଷ” ଏକ ରୂପକ ଅଟେ, ଯାହା ଯୀଶୁଙ୍କୁ ପ୍ରେମକରି ତାହାଙ୍କ ଅନୁଗମନ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ ଯତ୍ନ ନେଉଥିବା ଲୋକମାନଙ୍କର ଯତ୍ନ ନିଅ” (ଦେଖ: rc://*/ta/man/translate/figs-metaphor)