or_tn/jhn/21/15.md

1.4 KiB

General Information:

ଯୀଶୁ ପିତରଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରୁଛନ୍ତି I

do you love me

ଏଠାରେ “ପ୍ରେମ” ଈଶ୍ବରଙ୍କଠାରୁ ଆସୁଥିବା ପ୍ରେମକୁ ବୁଝାଏ, ଯାହା ଅନ୍ୟମାନଙ୍କ ମଙ୍ଗଳ ସାଧନ ନିମନ୍ତେ ଉଦ୍ଦିଷ୍ଟ ଅଟେ, ଏପରିକି ଯେତେବେଳେ ଜଣକର ଉପକାରରେ ଆସି ନଥାଏ I

you know that I love you

ପିତର ଉତ୍ତର ଦେଉଥିବା ସମୟରେ, ସେ ବ୍ୟବହାର କରୁଥିବା “ପ୍ରେମ” ଶବ୍ଦ ଭ୍ରାତୃପ୍ରେମ କିମ୍ବା ଜଣେ ବନ୍ଧୁ ଅବା ପରିବାରର ଜଣେ ସଦସ୍ୟଙ୍କ ପ୍ରତି ଥିବା ପ୍ରେମକୁ ବୁଝାଏ I

Feed my lambs

ଏଠାରେ “ମେଷଶାବକ” ଏକ ରୂପକ ଅଟେ, ଯାହା ଯୀଶୁଙ୍କୁ ପ୍ରେମକରି ତାହାଙ୍କ ଅନୁଗମନ କରୁଥିବା ଲୋକମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ ଯତ୍ନ ନେଉଥିବା ଲୋକମାନଙ୍କୁ ଚରାଅ” (ଦେଖ: rc://*/ta/man/translate/figs-metaphor)