or_tn/jhn/21/11.md

996 B

Simon Peter then went up

ଏଠାରେ “ଉପରକୁ ଯାଇ”ର ଅର୍ଥ ଶିମୋନ ପିତର ନୌକା ପାଖକୁ ଫେରିଗଲେ I ଅନ୍ୟ ଏକ ଅନୁବାଦରେ: “ତେଣୁ ଶିମୋନ ପିତର ନୌକା ପାଖକୁ ଫେରିଗଲେ I(ଦେଖ: rc://*/ta/man/translate/figs-explicit)

drew the net to land

ଜାଲକୁ କୂଳକୁ ଟାଣି ଆଣିଲେ

the net was not torn

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଜାଲଟି ଛିଣ୍ଡିଲା ନାହିଁ” (ଦେଖ: rc://*/ta/man/translate/figs-activepassive)

full of large fish

ଏକଶ ତେପନ ବଡ ବଡ ମାଛରେ ଭର୍ତ୍ତି I ସେଠାରେ ୧୫୩ଟି ବଡ ମାଛ ଥିଲା I (ଦେଖ: rc://*/ta/man/translate/translate-numbers)