or_tn/jhn/20/31.md

1.0 KiB

but these have been written

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଲେଖକ ଏହି ଚିହ୍ନସବୁ ବିଷୟରେ ଲେଖିଲେ” (ଦେଖ: rc://*/ta/man/translate/figs-activepassive)

Son of God

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

life in his name

ଏଠାରେ “ଜୀବନ” ଏକ ରୂପକ ଅଟେ ଯାହାର ଅର୍ଥ ଯୀଶୁ ଜୀବନ ଦିଅନ୍ତି I ଅନ୍ୟ ଏକ ଅନୁବାଦରେ: “ଯୀଶୁଙ୍କ ସକାଶେ ତୁମ୍ଭେମାନେ ଜୀବନ ପାଇବ”(ଦେଖ: rc://*/ta/man/translate/figs-metonymy)

life

ଏହା ଆତ୍ମିକ ଜୀବନକୁ ବୁଝାଏ I