or_tn/jhn/20/30.md

1.1 KiB

General Information:

ବିବରଣୀ ଶେଷହୋଇ ଆସୁଥିବା ସମୟରେ, ଲେଖକ ଯୀଶୁ କରିଥିବା ଅନେକ ବିଷୟ ସମ୍ବନ୍ଧରେ ଟିପ୍ପଣୀ ଦେଉଛନ୍ତି I (ଦେଖ: rc://*/ta/man/translate/writing-endofstory)

signs

“ଚିହ୍ନ” ଶବ୍ଦ ଆଶ୍ଚର୍ଯ୍ୟକର୍ମ ସବୁକୁ ବୁଝାଏ ଯାହା ପ୍ରମାଣ କରେ ଯେ ଈଶ୍ବର ସର୍ବଶକ୍ତିମାନ୍ ଅଟନ୍ତି, ଯାହାଙ୍କର ସମଗ୍ର ବିଶ୍ବ ଉପରେ ସମ୍ପୂର୍ଣ୍ଣ ଅଧିକାର ଅଛି I

signs that have not been written in this book

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଲେଖକ ଏହି ପୁସ୍ତକରେ ଲେଖି ନଥିବା ଚିହ୍ନ ସବୁ ବିଷୟରେ”(ଦେଖ: rc://*/ta/man/translate/figs-activepassive)