or_tn/jhn/20/29.md

917 B

you have believed

ଥୋମା ବିଶ୍ବାସ କରୁଛନ୍ତି ଯେ ଯୀଶୁ ଜୀବିତ ଅଟନ୍ତି, କାରଣ ସେ ତାହାଙ୍କୁ ଦେଖିଲେ I ଅନ୍ୟ ଏକ ଅନୁବାଦରେ: “ତୁମେ ବିଶ୍ବାସ କରିଅଛ ଯେ ମୁଁ ଜୀବିତ ଅଟେ”(ଦେଖ: rc://*/ta/man/translate/figs-explicit)

Blessed are those

ଏହାର ଅର୍ଥ “ଈଶ୍ବର ସେମାନଙ୍କୁ ବହୁତ ଆନନ୍ଦ ପ୍ରଦାନ କରନ୍ତି”

who have not seen

ଏହାର ଅର୍ଥ ଯେଉଁମାନେ ଯୀଶୁଙ୍କୁ ଦେଖିନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ମୋତେ ଜୀବିତ ଥିବା ଦେଖି ନାହାନ୍ତି” (ଦେଖ: rc://*/ta/man/translate/figs-explicit)