or_tn/jhn/20/27.md

1.5 KiB

Do not be unbelieving, but believe

ଯୀଶୁ ଯୁଗ୍ମ ନକାରାତ୍ମକ ବିଷୟ “ଅବିଶ୍ବାସୀ ନହୋଇ”କୁ ବ୍ୟବହାର କରି ତା’ପରେ ଆସୁଥିବା “ବିଶ୍ବାସୀ ହୁଅ” ଶବ୍ଦଗୁଡିକୁ ଗୁରୁତ୍ବ ଦେଉଛନ୍ତି I ଯଦି ତୁମର ଭାଷା ଯୁଗ୍ମ ନକାରାତ୍ମକ ବିଷୟକୁ ବ୍ୟବହାର କରେ ନାହିଁ କିମ୍ବା ପାଠକମାନେ ଯୀଶୁ ପରେ ପରେ ଆସୁଥିବା ଶବ୍ଦଗୁଡ଼ିକୁ ଗୁରୁତ୍ବ ଦେଉଥିବା ବିଷୟ ବୁଝି ପାରିବେନାହିଁ, ତେବେ ତୁମେ ଏହି ଶବ୍ଦଗୁଡିକ ଅନୁବାଦ ନକରି ଛାଡ଼ି ଦେଇପାର I ଅନ୍ୟ ଏକ ଅନୁବାଦରେ: “ଏହା ତୁମ ନିମନ୍ତେ କରିବା ଅତି ଗୁରୁତ୍ବପୂର୍ଣ୍ଣ ବିଷୟ: ତୁମେ ନିଶ୍ଚୟ ବିଶ୍ବାସ କରିବା ଆବଶ୍ୟକ” (ଦେଖ: rc://*/ta/man/translate/figs-doublenegatives)

believe

ଏଠାରେ “ବିଶ୍ବାସ କରିବା”ର ଅର୍ଥ ଯୀଶୁଙ୍କଠାରେ ଭରସା କରିବା I ଅନ୍ୟ ଏକ ଅନୁବାଦରେ: “ମୋ ଉପରେ ତୁମେ ଭରସା ରଖ” (ଦେଖ: rc://*/ta/man/translate/figs-explicit)