or_tn/jhn/20/17.md

1.5 KiB

brothers

ଯୀଶୁ “ଭାଇମାନେ” ଶବ୍ଦଟ ଶିଷ୍ୟମାନଙ୍କୁ ବୁଝାଇବା ନିମନ୍ତେ ବ୍ୟବହାର କରିଥିଲେ I

I will go up to my Father and your Father, and my God and your God

ଯୀଶୁ ମୃତମାନଙ୍କ ମଧ୍ୟରୁ ଉଠିଲେ ଓ ତତ୍ପରେ ଭାବବାଣୀ କହିଲେ ଯେ ସେ ସ୍ବର୍ଗକୁ ଅରୋହଣ କରି ପିତା, ଅର୍ଥାତ୍ ଈଶ୍ବରଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ କରିବେ I ଅନ୍ୟ ଏକ ଅନୁବାଦରେ: “ମୁଁ ମୋହର ପିତା ଓ ତୁମ୍ଭମାନଙ୍କ ପିତା, ଅର୍ଥାତ୍ ଯେ କି ମୋହର ଈଶ୍ବର ଓ ତୁମ୍ଭମାନଙ୍କ ଈଶ୍ବର, ତାହାଙ୍କ ସହିତ ରହିବା ନିମନ୍ତେ ସ୍ବର୍ଗକୁ ପ୍ରତ୍ୟାବର୍ତ୍ତନ କରିବା ନିମନ୍ତେ ଉଦ୍ୟତ ଅଟେ” (ଦେଖ: rc://*/ta/man/translate/figs-explicit)

my Father and your Father

ଏଗୁଡିକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ ଯାହା ଯୀଶୁ ଓ ଈଶ୍ବରଙ୍କ ମଧ୍ୟରେ ଏବଂ ବିଶ୍ବାସୀମାନଙ୍କ ଓ ଈଶ୍ବରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: rc://*/ta/man/translate/guidelines-sonofgodprinciples)