or_tn/jhn/20/08.md

899 B

the other disciple

ଯୋହନ ନିଜର ନାମକୁ ଉଲ୍ଲେଖ ନକରି ଆପଣାକୁ “ଅନ୍ୟ ଶିଷ୍ୟ” ସଦୃଶ ପରିଚୟ ଦେଇ ସ୍ପଷ୍ଟ ଭାବରେ ଆପଣାର ନମ୍ରତାକୁ ପ୍ରକାଶ କରୁଛନ୍ତି I

he saw and believed

ଯେତେବେଳେ ସେ ଦେଖିଲେ ଯେ ସମାଧି ଶୂନ୍ୟ ଥିଲା, ସେ ବିଶ୍ବାସ କଲେ ଯେ ଯୀଶୁ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି I ଅନ୍ୟ ଏକ ଅନୁବାଦରେ: “ସେ ଏହିସବୁ ବିଷୟ ଦେଖି ବିଶ୍ବାସ କରିବାକୁ ଆରମ୍ଭ କଲେ ଯେ ଯୀଶୁ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି” (ଦେଖ: rc://*/ta/man/translate/figs-explicit)