or_tn/jhn/20/07.md

996 B

cloth that had been on his head

ଏଠାରେ “ତାହାଙ୍କ ମସ୍ତକ” ଯୀଶୁଙ୍କ ମସ୍ତକକୁ ବୁଝାଏ I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ବସ୍ତ୍ର, ଯାହା ଯୀଶୁଙ୍କ ମୁଖକୁ ଘୋଡାଇବା ନିମନ୍ତେ କେହିଜଣେ ବ୍ୟବହାର କରିଥିଲେ” (ଦେଖ: rc://*/ta/man/translate/figs-activepassive)

but was folded up in a place by itself

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ କେହିଜଣେ ଏହାକୁ ସରୁ ଲୁଗା ସହିତ ନରଖି ଅଲଗା ଗୁଡାଇ ରଖିଥିଲେ, (ଦେଖ: rc://*/ta/man/translate/figs-activepassive)