or_tn/jhn/20/02.md

8 lines
1.0 KiB
Markdown

# disciple whom Jesus loved
ଏହି ସମଗ୍ର ପୁସ୍ତକରେ ଯୋହନ ଆପଣାକୁ ବୁଝାଇବା ନିମନ୍ତେ ଯେଉଁ ଶୈଳୀ ବ୍ୟବହାର କରିଛନ୍ତି, ତାହା ଏହି ବାକ୍ୟାଂଶ ଦର୍ଶାଉଛି I ଏଠାରେ “ପ୍ରେମ” ଶବ୍ଦ ଭ୍ରାତୃପ୍ରେମ ବା ବନ୍ଧୁପ୍ରତି ପ୍ରେମ ଅବା ପରିବାରର କୌଣସି ସଦସ୍ୟଙ୍କ ପ୍ରତି ଥିବା ପ୍ରେମକୁ ବୁଝାଏ I
# They took away the Lord out from the tomb
ମଗ୍ଦଲୀନୀ ମରିୟମ ଭାବନ୍ତି ଯେ ପ୍ରଭୁଙ୍କର ଶରୀରକୁ କେହି ଚୋରି କରି ନେଇଯାଇଛି I ଅନ୍ୟ ଏକ ଅନୁବାଦରେ: “ସମାଧିରୁ କେହିଜଣେ ପ୍ରଭୁଙ୍କ ଶରୀରକୁ ନେଇ ଯାଇଛି” (ଦେଖ: [[rc://*/ta/man/translate/figs-explicit]])