or_tn/jhn/20/01.md

544 B

General Information:

ଯୀଶୁ ସମାଧିପ୍ରାପ୍ତ ହେଲାପରେ ଏହା ତୃତୀୟ ଦିନ I

first day of the week

ରବିବାର

she saw the stone rolled away

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେ ଦେଖିଲା ଯେ କେହି ଜଣେ ପଥରଟି ଗଡାଇ ଦେଇଛି” (ଦେଖ: rc://*/ta/man/translate/figs-activepassive)