or_tn/jhn/19/42.md

4 lines
631 B
Markdown

# Because it was the day of preparation for the Jews
ଯିହୂଦୀ ବ୍ୟବସ୍ଥା ଅନୁଯାୟୀ, ଶୁକ୍ରବାର ଦିନ ସନ୍ଧ୍ୟା ପରେ କେହି କାର୍ଯ୍ୟ କରିପାରିବେ ନାହିଁ I ଏହା ବିଶ୍ରାମବାର ଓ ନିସ୍ତାରପର୍ବର ଆରମ୍ଭ ଥିଲା I ଅନ୍ୟ ଏକ ଅନୁବାଦରେ: “ସେହି ଦିନ ସନ୍ଧ୍ୟାରେ ନିସ୍ତାରପର୍ବ ଆରମ୍ଭ ହେବାକୁ ଯାଉଥିଲା” (ଦେଖ: [[rc://*/ta/man/translate/figs-explicit]])