or_tn/jhn/19/38.md

12 lines
1.2 KiB
Markdown

# Joseph of Arimathea
ହାରାମାଥୀୟା ଏକ ଛୋଟ ସହର ଥିଲା I ଅନ୍ୟ ଏକ ଅନୁବାଦରେ: “ହାରାମାଥୀୟା ସହରର ଯୋସେଫ” (ଦେଖ: [[rc://*/ta/man/translate/translate-names]])
# for fear of the Jews
ଏଠାରେ “ଯିହୂଦୀମାନେ” ଏକ ରୂପକ ଅଟେ ଯାହା ଯୀଶୁଙ୍କୁ ବିରୋଧ କରୁଥିବା ଯିହୂଦୀ ନେତାମାନଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯିହୂଦୀ ନେତାମାନଙ୍କ ଭୟ ସକାଶୁ” (ଦେଖ: [[rc://*/ta/man/translate/figs-synecdoche]])
# if he could take away the body of Jesus
ଯୋହନ ସୂଚାଉଛନ୍ତି ଯେ ହାରାମାଥୀୟାର ଯୋସେଫ ଯୀଶୁଙ୍କ ଶରୀରକୁ ସମାଧି ଦେବା ନିମନ୍ତେ ଇଚ୍ଛା କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ସମାଧିଦେବା ନିମନ୍ତେ ଯୀଶୁଙ୍କ ଶରୀରକୁ କ୍ରୁଶ ଉପରୁ ନେବା ପାଇଁ ଅନୁମତି ମାଗିବା” (ଦେଖ: [[rc://*/ta/man/translate/figs-explicit]])