or_tn/jhn/19/36.md

1.3 KiB

General Information:

ଏହି ପଦଗୁଡିକରେ ମୁଖ୍ୟ ବିବରଣୀର ଧାରାରେ ଏକ ବିରତି ଅଛି, ଯେହେତୁ ଯୋହନ ଏହି ଘଟଣାଗୁଡିକ କିପରି ଶାସ୍ତ୍ରକୁ ସଫଳ କଲା, ସେ ବିଷୟରେ ଆମ୍ଭମାନଙ୍କୁ କହୁଛନ୍ତି I (ଦେଖ: rc://*/ta/man/translate/writing-background)

in order to fulfill scripture

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଶାସ୍ତ୍ରରେ କେହିଜଣେ ଲେଖିଥିବା ବାକ୍ୟ ସଫଳ କରିବା ନିମନ୍ତେ” (ଦେଖ: rc://*/ta/man/translate/figs-activepassive)

Not one of his bones will be broken

ଏହା ଗୀତସଂହିତା ୩୪ରୁ ଆସିଥିବା ଏକ ଉଦ୍ଧୃତ ବାକ୍ୟ ଅଟେ I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “କେହିଜଣେ ତାହାଙ୍କ ଗୋଟିଏ ଅସ୍ଥି ଭାଙ୍ଗିବ ନାହିଁ” (ଦେଖ: rc://*/ta/man/translate/figs-activepassive)