or_tn/jhn/19/35.md

1.3 KiB

The one who saw this

ଏହି ବାକ୍ୟଟି ଘଟଣାର ପୃଷ୍ଠଭୂମିର ସୂଚନା ଦିଏ I ଯୋହନ ପାଠକମାନଙ୍କୁ କହୁଛନ୍ତି ଯେ ସେ ସେଠାରେ ଥିଲେ, ଆଉ ଆମ୍ଭେମାନେ ସେ ଯାହା ଲେଖିଛନ୍ତି, ତାହା ବିଶ୍ବାସ କରି ପାରିବା” (ଦେଖ: rc://*/ta/man/translate/writing-background)

has testified, and his testimony is true

“ସାକ୍ଷ୍ୟ ଦେବା ଅର୍ଥ ଜଣେ ଦେଖିଥିବା ବିଷୟରେ କହିବା I ଅନ୍ୟ ଏକ ଅନୁବାଦରେ: “ସେ ଯାହା ଦେଖିଛନ୍ତି, ସେ ବିଷୟରେ ସତ୍ୟ କହିଛନ୍ତି” (ଦେଖ: rc://*/ta/man/translate/figs-explicit)

so that you would also believe

ଏଠାରେ “ବିଶ୍ବାସ କରିବା” ଅର୍ଥ ଯୀଶୁଙ୍କ ଉପରେ ଜଣକର ଭରସା ସ୍ଥାପନ କରିବା I ଅନ୍ୟ ଏକ ଅନୁବାଦରେ: “ଯେପରି ତୁମ୍ଭେମାନେ ମଧ୍ୟ ଯୀଶୁଙ୍କ ଉପରେ ଭରସା ସ୍ଥାପନ କରିବ” (ଦେଖ: rc://*/ta/man/translate/figs-explicit)