or_tn/jhn/19/30.md

617 B

He bowed his head and gave up his spirit

ଏଠାରେ ଯୋହନ ସୂଚାଉଛନ୍ତି ଯେ ଯୀଶୁ ଆପଣାର ଆତ୍ମା ଈଶ୍ବରଙ୍କୁ ଫେରାଇ ଦେଲେ I ଅନ୍ୟ ଏକ ଅନୁବାଦରେ: “ସେ ଆପଣାର ମସ୍ତକ ଅବନତ କରି ଆପଣା ଆତ୍ମାକୁ ଈଶ୍ବରଙ୍କ ନିକଟରେ ସମର୍ପଣ କଲେ” କିମ୍ବା “ସେ ଆପଣାର ମସ୍ତକ ଅବନତ କରି ମୃତ୍ୟୁଭୋଗ କଲେ” (ଦେଖ: rc://*/ta/man/translate/figs-explicit)