or_tn/jhn/19/26.md

701 B

the disciple whom he loved

ଏହା ଯୋହନ ଅଟନ୍ତି, ଏହି ସୁସମାଚାରର ଲେଖକ I

Woman, see, your son

ଏଠାରେ “ପୁତ୍ର” ଶବ୍ଦ ଏକ ରୂପକ ଅଟେ I ଯୀଶୁ ଚାହୁଁଛନ୍ତି ଯେ ତାହାଙ୍କ ଶିଷ୍ୟ ଯୋହନ, ତାହାଙ୍କ ମାତାଙ୍କ ପ୍ରତି ଜଣେ ପୁତ୍ର ସଦୃଶ ହେବେ I ଅନ୍ୟ ଏକ ଅନୁବାଦରେ: “ହେ ନାରୀ, ଏହି ଲୋକଟି ତୁମ୍ଭର ଜଣେ ପୁତ୍ର ସଦୃଶ କାର୍ଯ୍ୟ କରିବେ” (ଦେଖ: rc://*/ta/man/translate/figs-metaphor)