or_tn/jhn/19/23.md

8 lines
883 B
Markdown

# General Information:
୨୪ ପଦର ଶେଷରେ ମୁଖ୍ୟ ବିବରଣୀର ଧାରାରେ ଏକ ବିରତି ଅଛି, ଯେହେତୁ ଯୋହନ ଏହି ଘଟଣା କିପରି ଶାସ୍ତ୍ରକୁ ସଫଳ କରୁଅଛି, ତାହା ଆମ୍ଭମାନଙ୍କୁ କହୁଛନ୍ତି I (ଦେଖ: [[rc://*/ta/man/translate/writing-background]])
# also the tunic
ଆଉ ସେମାନେ ତାହାଙ୍କ ଅଙ୍ଗରଖା ମଧ୍ୟ ନେଇଗଲେ I ସୈନ୍ୟମାନେ ସେହି ଅଙ୍ଗରଖାକୁ ଅଲଗା ରଖିଲେ ଓ ତାହା ଭାଗ କଲେ ନାହିଁ I ଅନ୍ୟ ଏକ ଅନୁବାଦରେ: “ସେମାନେ ସେହି ଅଙ୍ଗରଖାକୁ ଅଲଗା ରଖିଲେ” (ଦେଖ: [[rc://*/ta/man/translate/figs-explicit]])