or_tn/jhn/19/21.md

4 lines
559 B
Markdown

# Then the chief priests of the Jews said to Pilate
ପ୍ରଧାନ ଯାଜକମାନେ ଅଭିଯୋଗ ପତ୍ରରେ ଥିବା ଶବ୍ଦଗୁଡିକ ବିଷୟରେ ପ୍ରତିବାଦ କରିବା ନିମନ୍ତେ ପୀଲାତଙ୍କ ନିକଟକୁ ଫେରିଗଲେ I ଅନ୍ୟ ଏକ ଅନୁବାଦରେ: “ପ୍ରଧାନ ଯାଜକମାନେ ପୀଲାତଙ୍କ ନିକଟକୁ ଫେରିଯାଇ କହିଲେ” (ଦେଖ: [[rc://*/ta/man/translate/figs-explicit]])