or_tn/jhn/19/19.md

1.2 KiB

Pilate also wrote a sign and put it on the cross

ଏଠାରେ “ପୀଲାତ” ଅଭିଯୋଗ ପତ୍ର ଲେଖିଥିବା ଲୋକ ଜଣକ ସ୍ଥାନ ନିମନ୍ତେ ଏକ ରୂପକ ଅଟେ I ଏଠାରେ “କ୍ରୁଶ ଉପରେ” ଯୀଶୁଙ୍କ କ୍ରୁଶକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ପୀଲାତ ମଧ୍ୟ ଜଣକୁ ଅଭିଯୋଗ ପତ୍ର ଲେଖିବା ନିମନ୍ତେ ଓ ତାହାକୁ ଯୀଶୁଙ୍କ କ୍ରୁଶ ଉପରେ ଲଗାଇବାକୁ ଆଜ୍ଞା କଲେ” (ଦେଖ: rc://*/ta/man/translate/figs-synecdoche)

There it was written: JESUS OF NAZARETH, THE KING OF THE JEWS

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେଥିରେ ସେହି ଲୋକ ଏହି ଶବ୍ଦଗୁଡିକ ଲେଖିଲା: ନାଜରିତୀୟ ଯୀଶୁ, ଯିହୂଦୀମାନଙ୍କ ରାଜା”(ଦେଖ: rc://*/ta/man/translate/figs-activepassive)