or_tn/jhn/19/17.md

823 B

to the place called ""The Place of a Skull,

ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେହି ସ୍ଥାନକୁ, ଯାହାକୁ ଲୋକେ “କପାଳସ୍ଥଳ” କହନ୍ତି,”(ଦେଖ: rc://*/ta/man/translate/figs-activepassive)

which in Hebrew is called ""Golgotha.

ଏବ୍ରୀ ଇଶ୍ରାୟେଲ ଲୋକମାନଙ୍କ ଭାଷା ଥିଲା I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଯାହାକୁ ସେମାନେ ଏବ୍ରୀ ଭାଷାରେ ‘ଗଲଗଥା’ କହୁଥିଲେ I”