or_tn/jhn/19/16.md

4 lines
782 B
Markdown

# Then Pilate gave Jesus over to them to be crucified
ଏଠାରେ ପୀଲାତ ତାହାଙ୍କ ସୈନ୍ୟମାନଙ୍କୁ ଯୀଶୁଙ୍କୁ କ୍ରୁଶାର୍ପିତ କରିବା ନିମନ୍ତେ ଆଜ୍ଞା ଦେଉଛନ୍ତି I ତୁମେ ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ସେଥିରେ ପୀଲାତ ତାହାଙ୍କ ସୈନ୍ୟମାନଙ୍କୁ ଯୀଶୁଙ୍କୁ କ୍ରୁଶାର୍ପିତ କରିବା ନିମନ୍ତେ ଆଜ୍ଞା ଦେଲେ” (ଦେଖ: [[rc://*/ta/man/translate/figs-explicit]] ଓ [[rc://*/ta/man/translate/figs-activepassive]])