or_tn/jhn/19/15.md

714 B

Should I crucify your King?

ଏଠାରେ “ମୁଁ” ଏକ ରୂପକ ଅଟେ ଯାହା ପୀଲାତଙ୍କ ସୈନ୍ୟମାନଙ୍କୁ ବୁଝାଏ, ଯେଉଁମାନେ ପ୍ରକୃତରେ କ୍ରୁଶାର୍ପିତ କାର୍ଯ୍ୟ କରିବେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ କି ପ୍ରକୃତରେ ଚାହୁଁଛ ଯେ ମୁଁ ମୋର ସୈନ୍ୟମାନଙ୍କୁ ତୁମ୍ଭମାନଙ୍କ ରାଜାକୁ କ୍ରୁଶ ଉପରେ ବିଦ୍ଧ କରିବାକୁ ଆଜ୍ଞା ଦେବି ?”(ଦେଖ: rc://*/ta/man/translate/figs-synecdoche)