or_tn/jhn/19/12.md

2.1 KiB

At this answer

ଏଠାରେ “ଏହି ଉତ୍ତର” ଯୀଶୁଙ୍କ ଉତ୍ତରକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେତେବେଳେ ପୀଲାତ ଯୀଶୁଙ୍କ ଉତ୍ତର ଶୁଣିଲେ” (ଦେଖ: rc://*/ta/man/translate/figs-explicit)

Pilate tried to release him

“ଚେଷ୍ଟା କଲେ” ର ଅର୍ଥ ମୂଳଭାଷାରେ ଏହା ଯେ ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ “ବହୁତ” ଚେଷ୍ଟା କଲେ କିମ୍ବା “ବାରମ୍ବାର” ଚେଷ୍ଟା କଲେ I ଅନ୍ୟ ଏକ ଅନୁବାଦରେ: “ସେ ଯୀଶୁଙ୍କୁ ମୁକ୍ତ କରିବାକୁ ବହୁତ ଚେଷ୍ଟା କଲେ” କିମ୍ବା “ସେ ଯୀଶୁଙ୍କୁ ମୁକ୍ତ କରିବାକୁ ବାରମ୍ବାର ଚେଷ୍ଟା କଲେ” (ଦେଖ: rc://*/ta/man/translate/figs-explicit)

but the Jews cried out

ଏଠାରେ “ଯିହୂଦୀମାନେ” ଏକ ରୂପକ ଅଟେ ଯାହା ଯୀଶୁଙ୍କୁ ବିରୋଧ କରୁଥିବା ଯିହୂଦୀ ନେତାମାନଙ୍କୁ ବୁଝାଏ I ମୂଳଭାଷାରେ, “ଚିତ୍କାର କଲେ” ସ୍ବରୁପ ସୂଚାଇଦିଏ ଯେ ସେମାନେ ଚିତ୍କାର କରି ଉଠିଲେ ବା ବାରମ୍ବାର ପାଟି କଲେ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯିହୂଦୀ ନେତାମାନେ ପାଟିକରି ଚାଲିଥିଲେ” (ଦେଖ: [[rc:///ta/man/translate/figs-synecdoche]] ଓ [[rc:///ta/man/translate/figs-explicit]])

you are not a friend of Caesar

ତୁମ୍ଭେ କାଇସରଙ୍କ ବିରୋଧ କରୁଅଛ କିମ୍ବା “ତୁମ୍ଭେ ସମ୍ରାଟଙ୍କ ବିରୋଧ କରୁଅଛ”

makes himself a king

ସେ ଜଣେ ରାଜା ହେବା ଦାବୀ କରୁଛି