or_tn/jhn/19/11.md

959 B

You do not have any power over me except for what has been given to you from above

ତୁମେ ଏହି ଯୁଗ୍ମ ନକାରାତ୍ମକ ବିଷୟକୁ ସକାରାତ୍ମକ ଭାବରେ ଅନୁବାଦ କରିପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମକୁ ସମର୍ଥ କରିଥିବା କାରଣରୁ କେବଳ ମୋ ବିରୁଦ୍ଧରେ କାର୍ଯ୍ୟ କରିପାରିବ” (ଦେଖ: [[rc:///ta/man/translate/figs-doublenegatives]] ଓ [[rc:///ta/man/translate/figs-activepassive]])

from above

ଏହା ସମ୍ମାନସୂଚକ ଭାବରେ ଈଶ୍ବରଙ୍କୁ ସମ୍ବୋଧନ କରିବାର ଏକ ମାର୍ଗ ଅଟେ I

gave me over

ଏଠାରେ ଏହି ବାକ୍ୟାଂଶର ଅର୍ଥ ଜଣେ ଶତ୍ରୁ ହସ୍ତରେ ସମର୍ପଣ କରିଦେବା I