or_tn/jhn/19/10.md

1.8 KiB

Are you not speaking to me?

ଏହି ଟିପ୍ପଣୀକୁ ଗୋଟିଏ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଏଠାରେ ପୀଲାତ ଆପଣାର ଆଶ୍ଚର୍ଯ୍ୟଭାବ ପ୍ରକାଶ କରୁଛନ୍ତି ଯେ ଯୀଶୁ ଆପଣାକୁ ରକ୍ଷା କରିବା ନିମନ୍ତେ ସୁଯୋଗ ନେଉ ନାହାନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ମୋତେ କଥା କହିବାକୁ ଅଗ୍ରାହ୍ୟ କରିବା ମୁଁ ବିଶ୍ବାସ କରିପାରୁ ନାହିଁ !” କିମ୍ବା “ମୋତେ ଉତ୍ତର ଦିଅ !” (ଦେଖ: rc://*/ta/man/translate/figs-rquestion)

Do you not know that I have power to release you, and power to crucify you?

ଏହି ଟିପ୍ପଣୀର ଗୁରତ୍ବ ବୃଦ୍ଧି କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଇଛି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ଜାଣିବା ଉଚିତ ଯେ ମୁଁ ତୁମ୍ଭକୁ ମୁକ୍ତ କରିବା ନିମନ୍ତେ କିମ୍ବା ତୁମ୍ଭକୁ କ୍ରୁଶାର୍ପିତ କରିବା ନିମନ୍ତେ ମୋର ସୈନ୍ୟମାନଙ୍କୁ ଆଜ୍ଞା ଦେବାକୁ ସମର୍ଥ ଅଟେ I (ଦେଖ: rc://*/ta/man/translate/figs-rquestion)

power

ଏଠାରେ “ଅଧିକାର” ଏକ ରୂପକ ଅଟେ ଯାହା କିଛି କରିବାକୁ କିମ୍ବା କିଛି କରାଇବାକୁ ଥିବା ଦକ୍ଷତାକୁ ବୁଝାଏ I (ଦେଖ: rc://*/ta/man/translate/figs-metonymy)