or_tn/jhn/19/03.md

793 B

Hail, King of the Jews

କେବଳ କାଇସରଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇ ହାତ ଉଠାଇ ଶୁଭେଚ୍ଛା ପଦ “ହେ” ଶବ୍ଦ ବ୍ୟବହୃତ ହେଲା I ସୈନ୍ୟମାନେ କଣ୍ଟାର ମୁକୁଟ ଓ କୃଷ୍ଣ ଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇ ଯୀଶୁଙ୍କୁ ପରିହାସ କରୁଥିବା ସମୟରେ, ଏହା ଏକ ବ୍ୟଙ୍ଗାତ୍ମକ ବାକ୍ୟ ଅଟେ ଯାହା ସେମାନେ ତାହାଙ୍କୁ ପ୍ରକୃତରେ ଜଣେ ରାଜା ଭାବେ ଚିହ୍ନି ପାରନ୍ତି ନାହି I (ଦେଖ: rc://*/ta/man/translate/figs-irony)