or_tn/jhn/19/01.md

1.0 KiB

Connecting Statement:

ଘଟଣାର ଏହି ଅଂଶ ପୂର୍ବ ଅଧ୍ୟାୟରୁ ଜାରି ରହିଛି I ଯିହୂଦୀମାନଙ୍କ ଦ୍ବାରା ଅଭିଯୁକ୍ତ ହୋଇ ଯୀଶୁ ପୀଲାତଙ୍କ ସମ୍ମୁଖରେ ଠିଆ ହୋଇଛନ୍ତି I

Then Pilate took Jesus and whipped him

ପୀଲାତ ତାହାଙ୍କୁ ନିଜେ କୋରଡା ପ୍ରହାର କଲେ ନାହିଁ I ଏଠାରେ “ପୀଲାତ” ଯୀଶୁଙ୍କୁ କୋରଡା ପ୍ରହାର କରିବାକୁ ଆଜ୍ଞା କରିଥିବା ସୈନ୍ୟମାନଙ୍କ ସ୍ଥାନରେ ଏକ ରୂପକ ଅଟେ I ଅନ୍ୟ ଏକ ଅନୁବାଦରେ: “ତତ୍ପରେ ପୀଲାତ ଯୀଶୁଙ୍କୁ କୋରଡା ପ୍ରହାର କରିବା ନିମନ୍ତେ ସୈନ୍ୟମାନଙ୍କୁ ଆଜ୍ଞା କଲେ” (ଦେଖ: rc://*/ta/man/translate/figs-synecdoche)