or_tn/jhn/18/38.md

856 B

What is truth?

ଏହି ଟିପ୍ପଣୀ ପୀଲାତଙ୍କ ବିଶ୍ବାସକୁ ପ୍ରତିଫଳନ କରିବା ନିମନ୍ତେ ଏକ ପ୍ରଶ୍ନ ଆକାରରେ ଦର୍ଶାଯାଉଛି ଯାହା ସତ୍ୟ କ’ଣ ଅଟେ ଅନ୍ୟ କେହି ଜାଣନ୍ତି ନାହି I ଅନ୍ୟ ଏକ ଅନୁବାଦରେ: “ସତ୍ୟ କ”ଣ ଅଟେ କେହି ଜାଣି ପାରିବେ ନାହିଁ !” (ଦେଖ: rc://*/ta/man/translate/figs-rquestion)

the Jews

ଏଠାରେ “ଯିହୂଦୀମାନେ” ଏକ ରୂପକ ଅଟେ, ଯାହା ଯୀଶୁଙ୍କୁ ବିରୋଧ କରୁଥିବା ଯିହୂଦୀ ନେତାମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-synecdoche)